Door43-Catalog_or_tn/MAT/25/31.md

17 lines
1.3 KiB
Markdown

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି ।
# ତାହାଙ୍କ ନିକଟରେ ସମସ୍ତ ଜାତିସମୂହ ଏକତ୍ର ହେବେ
ଏକାନ୍ତରୀକ ଅନୁବାଦ: "ତାହାଙ୍କ ନିକଟରେ ସେ ସମସ୍ତ ଜାତିସମୂହକୁ ଏକତ୍ର କରିବେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)
# ତାହାଙ୍କ ଆଗରେ
"ତାହାଙ୍କ ସମ୍ମୁଖରେ"
# ସମସ୍ତ ଜାତିସମୂହ
"ପ୍ରତ୍ୟେକ ଦେଶରୁ ସମସ୍ତ ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
# ଛାଗଗୁଡିକ
ଛାଗଗୁଡିକ ମେଷ ପରି ଚାରି
ଫୁଟ୍ ସ୍ତନ୍ୟପାୟୀ ଜନ୍ତୁ, ଅନେକ ସମୟରେ ମେଷ ପରି ଗୃହରେ ପାଳିତ କିମ୍ବା ଦଳେ ଦଳେ ରଖାଯାଏ ।
# ସେ ସ୍ଥାନ ଦେବେ
"ମନୁଷ୍ୟ ପୁତ୍ର ସ୍ଥାନ ଦେବେ"