ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି । # ତାହାଙ୍କ ନିକଟରେ ସମସ୍ତ ଜାତିସମୂହ ଏକତ୍ର ହେବେ ଏକାନ୍ତରୀକ ଅନୁବାଦ: "ତାହାଙ୍କ ନିକଟରେ ସେ ସମସ୍ତ ଜାତିସମୂହକୁ ଏକତ୍ର କରିବେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ) # ତାହାଙ୍କ ଆଗରେ "ତାହାଙ୍କ ସମ୍ମୁଖରେ" # ସମସ୍ତ ଜାତିସମୂହ "ପ୍ରତ୍ୟେକ ଦେଶରୁ ସମସ୍ତ ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ) # ଛାଗଗୁଡିକ ଛାଗଗୁଡିକ ମେଷ ପରି ଚାରି ଫୁଟ୍ ସ୍ତନ୍ୟପାୟୀ ଜନ୍ତୁ, ଅନେକ ସମୟରେ ମେଷ ପରି ଗୃହରେ ପାଳିତ କିମ୍ବା ଦଳେ ଦଳେ ରଖାଯାଏ । # ସେ ସ୍ଥାନ ଦେବେ "ମନୁଷ୍ୟ ପୁତ୍ର ସ୍ଥାନ ଦେବେ"