Door43-Catalog_or_tn/MAT/25/31.md

1.3 KiB

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବାକୁ ଆରମ୍ବ କରନ୍ତି ।

ତାହାଙ୍କ ନିକଟରେ ସମସ୍ତ ଜାତିସମୂହ ଏକତ୍ର ହେବେ

ଏକାନ୍ତରୀକ ଅନୁବାଦ: "ତାହାଙ୍କ ନିକଟରେ ସେ ସମସ୍ତ ଜାତିସମୂହକୁ ଏକତ୍ର କରିବେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତାହାଙ୍କ ଆଗରେ

"ତାହାଙ୍କ ସମ୍ମୁଖରେ"

ସମସ୍ତ ଜାତିସମୂହ

"ପ୍ରତ୍ୟେକ ଦେଶରୁ ସମସ୍ତ ଲୋକମାନେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଛାଗଗୁଡିକ

ଛାଗଗୁଡିକ ମେଷ ପରି ଚାରି ଫୁଟ୍ ସ୍ତନ୍ୟପାୟୀ ଜନ୍ତୁ, ଅନେକ ସମୟରେ ମେଷ ପରି ଗୃହରେ ପାଳିତ କିମ୍ବା ଦଳେ ଦଳେ ରଖାଯାଏ ।

ସେ ସ୍ଥାନ ଦେବେ

"ମନୁଷ୍ୟ ପୁତ୍ର ସ୍ଥାନ ଦେବେ"