16 lines
2.0 KiB
Markdown
16 lines
2.0 KiB
Markdown
ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭:୨ ରେ ଆରମ୍ଭ କରିଥିଲେ|
|
||
|
||
# ହେ ଶକ୍ତଗ୍ରୀବ ଲୋକମାନେ…
|
||
ସ୍ତିଫାନ ସେମାନଙ୍କୁ ଅନୁଯୋଗ କରିବାକୁ ଯିହୁଦୀ ପ୍ରଧାନମାନଙ୍କ ପରିଚୟ ଠାରୁ ସ୍ଥାନାନ୍ତରିତ କରୁଛନ୍ତି|
|
||
|
||
# ଅସୁନ୍ନତି ହୃଦୟ
|
||
“ଅବାଧ୍ୟ ହୃଦୟ”| ହୋଇପାରେ ସ୍ତିଫାନ ସେମାନଙ୍କୁ ବିଜାତିମାନଙ୍କ ସହ ତୁଳନା କରୁଛନ୍ତି, ଯେପରି ସେମାନେ ଅପମାନ ରୂପେ ବୁଝିବେ|
|
||
|
||
# ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ?
|
||
ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯେଉଁଠାରେ ସ୍ତିଫାନ ସେମାନଙ୍କୁ ଅନୁଯୋଗ କରୁଥିଲେ| ଏହିପରି ଅନୁବାଦ କରାଯାଇପାରେ, “ଆପଣମାନଙ୍କର ପିତୃପୁରୁଷମାନେ ପ୍ରତ୍ୟେକ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
|
||
|
||
# ସେହି ଧାର୍ମିକ ବ୍ୟକ୍ତିଙ୍କ
|
||
ଏହା ଖ୍ରୀଷ୍ଟ, ତ୍ରାଣକର୍ତ୍ତାଙ୍କୁ ଦର୍ଶାଏ|
|
||
|
||
# ତାହାଙ୍କୁ ବଧ କରିଅଛନ୍ତି
|
||
“ସେହି ଧାର୍ମିକ ବ୍ୟକ୍ତିଖ୍ରୀଷ୍ଟ” କିମ୍ବା “ଖ୍ରୀଷ୍ଟଙ୍କୁ ବଧ କରିଅଛନ୍ତି” |