ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭:୨ ରେ ଆରମ୍ଭ କରିଥିଲେ| # ହେ ଶକ୍ତଗ୍ରୀବ ଲୋକମାନେ… ସ୍ତିଫାନ ସେମାନଙ୍କୁ ଅନୁଯୋଗ କରିବାକୁ ଯିହୁଦୀ ପ୍ରଧାନମାନଙ୍କ ପରିଚୟ ଠାରୁ ସ୍ଥାନାନ୍ତରିତ କରୁଛନ୍ତି| # ଅସୁନ୍ନତି ହୃଦୟ “ଅବାଧ୍ୟ ହୃଦୟ”| ହୋଇପାରେ ସ୍ତିଫାନ ସେମାନଙ୍କୁ ବିଜାତିମାନଙ୍କ ସହ ତୁଳନା କରୁଛନ୍ତି, ଯେପରି ସେମାନେ ଅପମାନ ରୂପେ ବୁଝିବେ| # ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ? ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯେଉଁଠାରେ ସ୍ତିଫାନ ସେମାନଙ୍କୁ ଅନୁଯୋଗ କରୁଥିଲେ| ଏହିପରି ଅନୁବାଦ କରାଯାଇପାରେ, “ଆପଣମାନଙ୍କର ପିତୃପୁରୁଷମାନେ ପ୍ରତ୍ୟେକ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ସେହି ଧାର୍ମିକ ବ୍ୟକ୍ତିଙ୍କ ଏହା ଖ୍ରୀଷ୍ଟ, ତ୍ରାଣକର୍ତ୍ତାଙ୍କୁ ଦର୍ଶାଏ| # ତାହାଙ୍କୁ ବଧ କରିଅଛନ୍ତି “ସେହି ଧାର୍ମିକ ବ୍ୟକ୍ତିଖ୍ରୀଷ୍ଟ” କିମ୍ବା “ଖ୍ରୀଷ୍ଟଙ୍କୁ ବଧ କରିଅଛନ୍ତି”