Door43-Catalog_or_tn/ACT/07/51.md

2.0 KiB
Raw Blame History

ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭: ରେ ଆରମ୍ଭ କରିଥିଲେ|

ହେ ଶକ୍ତଗ୍ରୀବ ଲୋକମାନେ…

ସ୍ତିଫାନ ସେମାନଙ୍କୁ ଅନୁଯୋଗ କରିବାକୁ ଯିହୁଦୀ ପ୍ରଧାନମାନଙ୍କ ପରିଚୟ ଠାରୁ ସ୍ଥାନାନ୍ତରିତ କରୁଛନ୍ତି|

ଅସୁନ୍ନତି ହୃଦୟ

“ଅବାଧ୍ୟ ହୃଦୟ”| ହୋଇପାରେ ସ୍ତିଫାନ ସେମାନଙ୍କୁ ବିଜାତିମାନଙ୍କ ସହ ତୁଳନା କରୁଛନ୍ତି, ଯେପରି ସେମାନେ ଅପମାନ ରୂପେ ବୁଝିବେ|

ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃପୁରୁଷମାନେ ତାଡ଼ନା କରି ନ ଥିଲେ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯେଉଁଠାରେ ସ୍ତିଫାନ ସେମାନଙ୍କୁ ଅନୁଯୋଗ କରୁଥିଲେ| ଏହିପରି ଅନୁବାଦ କରାଯାଇପାରେ, “ଆପଣମାନଙ୍କର ପିତୃପୁରୁଷମାନେ ପ୍ରତ୍ୟେକ ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ସେହି ଧାର୍ମିକ ବ୍ୟକ୍ତିଙ୍କ

ଏହା ଖ୍ରୀଷ୍ଟ, ତ୍ରାଣକର୍ତ୍ତାଙ୍କୁ ଦର୍ଶାଏ|

ତାହାଙ୍କୁ ବଧ କରିଅଛନ୍ତି

“ସେହି ଧାର୍ମିକ ବ୍ୟକ୍ତିଖ୍ରୀଷ୍ଟ” କିମ୍ବା “ଖ୍ରୀଷ୍ଟଙ୍କୁ ବଧ କରିଅଛନ୍ତି”