8 lines
891 B
Markdown
8 lines
891 B
Markdown
# ଏହି କାରଣ ସକାଶୁ
|
|
"କାରଣ ଲୋକମାନେ ସତ୍ୟକୁ ପ୍ରେମ କରନ୍ତି ନାହିଁ"
|
|
|
|
# ଈଶ୍ଵର ସେମାନଙ୍କ ନିକଟକୁ ତ୍ରୁଟିର କର୍ମ ପ୍ରେରଣ କରନ୍ତି ଯଦ୍ଵାରା ସେମାନେ ସେହି ମିଥ୍ୟାକୁ ବିଶ୍ଵାସ କରିବେ
|
|
"ସେମାନଙ୍କୁ ପ୍ରତାରଣ କରିବାକୁ ଈଶ୍ଵର ଅରାଜକତା ମନୁଷ୍ୟକୁ ଅନୁମତି ଦେଉଅଛନ୍ତି"
|
|
|
|
# ଯାହାଫଳରେ ସେମାନେ ସମସ୍ତେ ବିଚାରିତ ହେବେ
|
|
"ଏବଂ ଈଶ୍ଵର ସେମାନଙ୍କୁ ବିଚାର କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ) |