# ଏହି କାରଣ ସକାଶୁ "କାରଣ ଲୋକମାନେ ସତ୍ୟକୁ ପ୍ରେମ କରନ୍ତି ନାହିଁ" # ଈଶ୍ଵର ସେମାନଙ୍କ ନିକଟକୁ ତ୍ରୁଟିର କର୍ମ ପ୍ରେରଣ କରନ୍ତି ଯଦ୍ଵାରା ସେମାନେ ସେହି ମିଥ୍ୟାକୁ ବିଶ୍ଵାସ କରିବେ "ସେମାନଙ୍କୁ ପ୍ରତାରଣ କରିବାକୁ ଈଶ୍ଵର ଅରାଜକତା ମନୁଷ୍ୟକୁ ଅନୁମତି ଦେଉଅଛନ୍ତି" # ଯାହାଫଳରେ ସେମାନେ ସମସ୍ତେ ବିଚାରିତ ହେବେ "ଏବଂ ଈଶ୍ଵର ସେମାନଙ୍କୁ ବିଚାର କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)