Door43-Catalog_or_tn/2TH/02/11.md

891 B

ଏହି କାରଣ ସକାଶୁ

"କାରଣ ଲୋକମାନେ ସତ୍ୟକୁ ପ୍ରେମ କରନ୍ତି ନାହିଁ"

ଈଶ୍ଵର ସେମାନଙ୍କ ନିକଟକୁ ତ୍ରୁଟିର କର୍ମ ପ୍ରେରଣ କରନ୍ତି ଯଦ୍ଵାରା ସେମାନେ ସେହି ମିଥ୍ୟାକୁ ବିଶ୍ଵାସ କରିବେ

"ସେମାନଙ୍କୁ ପ୍ରତାରଣ କରିବାକୁ ଈଶ୍ଵର ଅରାଜକତା ମନୁଷ୍ୟକୁ ଅନୁମତି ଦେଉଅଛନ୍ତି"

ଯାହାଫଳରେ ସେମାନେ ସମସ୍ତେ ବିଚାରିତ ହେବେ

"ଏବଂ ଈଶ୍ଵର ସେମାନଙ୍କୁ ବିଚାର କରିବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)