Door43-Catalog_or_tn/ACT/27/27.md

923 B

ଆଦ୍ରିଆ ସମୁଦ୍ର

ଇଟାଲୀ ଓ ଗ୍ରୀସ୍ ମଧ୍ୟରେ ଥିବା ସମୁଦ୍ର| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ସେମାନେ ମାପ କରି

ସେମାନେ ସମୁଦ୍ର ଜଳର ଗଭୀର ମାପ କଲେ| (ୟୁଡିବୀ)

କୋଡ଼ିଏ ବେଁ ପାଣି ପାଇଲେ

“୨୦ ବେଁ ପାଣି ପାଇଲେ” କିମ୍ବା “୪୦ ମିଟର ପାଇଲେ”| ଏହା ଏକ ମାପକ ଅଟେ| (ୟୁଡିବୀ) (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ପନ୍ଦର ବେଁ ପାଣି ପାଇଲେ

“୧୫ ବେଁ ପାଣି ପାଇଲେ” କିମ୍ବା “୩୦ ମିଟର ପାଇଲେ”

ପଛ ଭାଗକୁ

“ଜାହାଜର ପଛ ଭାଗ ଠାରୁ”