Door43-Catalog_or_tn/ACT/27/27.md

14 lines
923 B
Markdown
Raw Normal View History

2018-01-11 01:51:28 +00:00
# ଆଦ୍ରିଆ ସମୁଦ୍ର
ଇଟାଲୀ ଓ ଗ୍ରୀସ୍ ମଧ୍ୟରେ ଥିବା ସମୁଦ୍ର| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
# ସେମାନେ ମାପ କରି
ସେମାନେ ସମୁଦ୍ର ଜଳର ଗଭୀର ମାପ କଲେ| (ୟୁଡିବୀ)
# କୋଡ଼ିଏ ବେଁ ପାଣି ପାଇଲେ
“୨୦ ବେଁ ପାଣି ପାଇଲେ” କିମ୍ବା “୪୦ ମିଟର ପାଇଲେ”| ଏହା ଏକ ମାପକ ଅଟେ| (ୟୁଡିବୀ) (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
# ପନ୍ଦର ବେଁ ପାଣି ପାଇଲେ
“୧୫ ବେଁ ପାଣି ପାଇଲେ” କିମ୍ବା “୩୦ ମିଟର ପାଇଲେ”
# ପଛ ଭାଗକୁ
“ଜାହାଜର ପଛ ଭାଗ ଠାରୁ”