Door43-Catalog_or_tn/ACT/24/22.md

8 lines
967 B
Markdown

# ଯେଉଁସମୟରେ ଲୂସିୟା ତଳକୁ ଆସିବେ
“ଯେତେବେଳେ ଲୂସିୟା ତଳକୁ ଆସିବେ” କିମ୍ବା “ଲୂସିୟା ତଳକୁ ଆସିବା ସମୟରେ”
# ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିଷ୍ପତି କରିବା
“ଆମ୍ଭେ ତୁମ୍ଭ ବିରୁଦ୍ଧରେ ଏହି ଦୋଷାରୋପଣ ବିଷୟରେ ନିର୍ଣ୍ଣୟ କରିବା” କିମ୍ବା “ତୁମ୍ଭେ ଦୋଷ କରିଅଛ କି ନାହିଁ ଆମ୍ଭେ ବିଚାର କରିବା”
# କୋମଳ ବ୍ୟବହାର କରିବାକୁ
ପାଉଲଙ୍କ ନିମନ୍ତେ ଅଳ୍ପ ସ୍ୱାଧିନତା ଅନୁମତି ଦିଆଗଲା ଅନ୍ୟଥା ବନ୍ଦୀମାନଙ୍କୁ ଏପରି ଅନୁମତି ଦିଆଯାଏ ନାହିଁ|