Door43-Catalog_or_tn/ACT/24/22.md

967 B

ଯେଉଁସମୟରେ ଲୂସିୟା ତଳକୁ ଆସିବେ

“ଯେତେବେଳେ ଲୂସିୟା ତଳକୁ ଆସିବେ” କିମ୍ବା “ଲୂସିୟା ତଳକୁ ଆସିବା ସମୟରେ”

ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିଷ୍ପତି କରିବା

“ଆମ୍ଭେ ତୁମ୍ଭ ବିରୁଦ୍ଧରେ ଏହି ଦୋଷାରୋପଣ ବିଷୟରେ ନିର୍ଣ୍ଣୟ କରିବା” କିମ୍ବା “ତୁମ୍ଭେ ଦୋଷ କରିଅଛ କି ନାହିଁ ଆମ୍ଭେ ବିଚାର କରିବା”

କୋମଳ ବ୍ୟବହାର କରିବାକୁ

ପାଉଲଙ୍କ ନିମନ୍ତେ ଅଳ୍ପ ସ୍ୱାଧିନତା ଅନୁମତି ଦିଆଗଲା ଅନ୍ୟଥା ବନ୍ଦୀମାନଙ୍କୁ ଏପରି ଅନୁମତି ଦିଆଯାଏ ନାହିଁ|