Door43-Catalog_or_tn/ACT/24/01.md

2.4 KiB

ପାଞ୍ଚ ଦିନ ପରେ

ପାଞ୍ଚ ଦିନ ପରେ ରୋମୀ ସୈନ୍ୟମାନେ ପାଉଲଙ୍କୁ କାଇସରିଆକୁ ନେଇଗଲେ|

ହାନାନ ମହାଯାଜକ

ଦେଖନ୍ତୁ ପଦ ୨୩:୧ ରେ ହାନାନକୁ କିପରି ଆପଣ ଅନୁବାଦ କଲେ|

ସେଠାରେ ଗଲେ

“କାଇସରିଆକୁ ଗଲେ ଯେଉଁଠାରେ ପାଉଲ ଥିଲେ|”

ଦକ୍ଷ ବକ୍ତା

“ଯେଉଁ ଜଣ ନ୍ୟାୟାଳୟରେ କଥା କହେ|” ବିକଳ୍ପ ଅନୁବାଦ “ଏକ ଓକିଲ” କିମ୍ବା ଅନ୍ୟକୁ ଦୋଷୀ କରିବା ନିମନ୍ତେ ଯେଉଁ ଜଣ କଥା କହେ“

ତର୍ତ୍ତୁଲ୍ଲ ନାମକ

ଏକ ବ୍ୟକ୍ତିଙ୍କ ନାମ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଯେତେବେଳେ ପାଉଲ ଶାସନକର୍ତ୍ତାଙ୍କ ଛାମୁରେ ଠିଆ ହେଲେ

“ଯେତେବେଳେ ପାଉଲ, ଶାସନକର୍ତ୍ତା ଯିଏ ବିଚାରାଳୟରେ ବିଚାରକର୍ତ୍ତା ଥିଲେ ତାହାଙ୍କ ଉପସ୍ଥିତିକୁ ଆସିଲେ”

ତାଙ୍କ ବିରୁଦ୍ଧରେ ଦୋଷାରୋପ କରିବା ଆରମ୍ଭ କଲେ

“ତାଙ୍କ ବିରୁଦ୍ଧରେ କହିବା ଆରମ୍ଭ କଲେ” କିମ୍ବା “ତାଙ୍କ ବିରୁଦ୍ଧରେ ରୋମୀ ନିୟମ ଲଙ୍ଘନ କରିବାର ଦୋଷାରୋପ କରିବା ଆରମ୍ଭ କଲେ”

ଆପଣଙ୍କ ସକାଶୁ

ଏହି ଶବ୍ଦ “ଆପଣ” ଶାସନକର୍ତ୍ତାଙ୍କୁ ଦର୍ଶାଏ|

ଆମ୍ଭେମାନେ ମହା ଶାନ୍ତି ଭୋଗ କରୁଅଛୁ

“ଆପଣ ଯେଉଁ ଲୋକମାନଙ୍କୁ ଶାସନ କରୁଅଛନ୍ତି ସେମାନେ ମହା ଶାନ୍ତି ଭୋଗ କରୁଅଛନ୍ତି” (ଦେଖନ୍ତୁ: ବହିର୍ଭୁକ୍ତ)

ହେ ମହାମହିମ ଫେଲୀକ୍‌ସ

ଦେଖନ୍ତୁ ପଦ ୨୩:୨୫ରେ ଆପଣ ଫେଲୀକ୍‌ସକୁ କିପରି ଅନୁବାଦ କରିଅଛନ୍ତି|