Door43-Catalog_or_tn/ACT/24/01.md

29 lines
2.4 KiB
Markdown
Raw Normal View History

2018-01-11 01:51:28 +00:00
# ପାଞ୍ଚ ଦିନ ପରେ
ପାଞ୍ଚ ଦିନ ପରେ ରୋମୀ ସୈନ୍ୟମାନେ ପାଉଲଙ୍କୁ କାଇସରିଆକୁ ନେଇଗଲେ|
# ହାନାନ ମହାଯାଜକ
ଦେଖନ୍ତୁ ପଦ ୨୩:୧ ରେ ହାନାନକୁ କିପରି ଆପଣ ଅନୁବାଦ କଲେ|
# ସେଠାରେ ଗଲେ
“କାଇସରିଆକୁ ଗଲେ ଯେଉଁଠାରେ ପାଉଲ ଥିଲେ|”
# ଦକ୍ଷ ବକ୍ତା
“ଯେଉଁ ଜଣ ନ୍ୟାୟାଳୟରେ କଥା କହେ|” ବିକଳ୍ପ ଅନୁବାଦ “ଏକ ଓକିଲ” କିମ୍ବା ଅନ୍ୟକୁ ଦୋଷୀ କରିବା ନିମନ୍ତେ ଯେଉଁ ଜଣ କଥା କହେ“
# ତର୍ତ୍ତୁଲ୍ଲ ନାମକ
ଏକ ବ୍ୟକ୍ତିଙ୍କ ନାମ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
# ଯେତେବେଳେ ପାଉଲ ଶାସନକର୍ତ୍ତାଙ୍କ ଛାମୁରେ ଠିଆ ହେଲେ
“ଯେତେବେଳେ ପାଉଲ, ଶାସନକର୍ତ୍ତା ଯିଏ ବିଚାରାଳୟରେ ବିଚାରକର୍ତ୍ତା ଥିଲେ ତାହାଙ୍କ ଉପସ୍ଥିତିକୁ ଆସିଲେ”
# ତାଙ୍କ ବିରୁଦ୍ଧରେ ଦୋଷାରୋପ କରିବା ଆରମ୍ଭ କଲେ
“ତାଙ୍କ ବିରୁଦ୍ଧରେ କହିବା ଆରମ୍ଭ କଲେ” କିମ୍ବା “ତାଙ୍କ ବିରୁଦ୍ଧରେ ରୋମୀ ନିୟମ ଲଙ୍ଘନ କରିବାର ଦୋଷାରୋପ କରିବା ଆରମ୍ଭ କଲେ”
# ଆପଣଙ୍କ ସକାଶୁ
ଏହି ଶବ୍ଦ “ଆପଣ” ଶାସନକର୍ତ୍ତାଙ୍କୁ ଦର୍ଶାଏ|
# ଆମ୍ଭେମାନେ ମହା ଶାନ୍ତି ଭୋଗ କରୁଅଛୁ
“ଆପଣ ଯେଉଁ ଲୋକମାନଙ୍କୁ ଶାସନ କରୁଅଛନ୍ତି ସେମାନେ ମହା ଶାନ୍ତି ଭୋଗ କରୁଅଛନ୍ତି” (ଦେଖନ୍ତୁ: ବହିର୍ଭୁକ୍ତ)
# ହେ ମହାମହିମ ଫେଲୀକ୍‌ସ
ଦେଖନ୍ତୁ ପଦ ୨୩:୨୫ରେ ଆପଣ ଫେଲୀକ୍‌ସକୁ କିପରି ଅନୁବାଦ କରିଅଛନ୍ତି|