Door43-Catalog_or_tn/ACT/17/03.md

1.7 KiB
Raw Blame History

ସେ ଶାସ୍ତ୍ର ଖୋଲିଲେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପାଉଲ ସ୍ପଷ୍ଟଭାବରେ ଶାସ୍ତ୍ରକୁ ବର୍ଣ୍ଣନା କରୁଥିଲେ ଯେପରି ଯାହା ସେ ଶିକ୍ଷା ଦେଉଅଛନ୍ତି ଲୋକମାନେ ତାହା ବୁଝି ପାରନ୍ତି” କିମ୍ବା ) “ପାଉଲ ଶାସ୍ତ୍ରର ପୁସ୍ତକ ବା ଚମଡା ପୁସ୍ତକ ଖୋଲୁଥିଲେ”

ଏହା ଆବଶ୍ୟକ ଥିଲା

“ଏହା ଯୋଜନାର ଏକ ଅଂଶ ଥିଲା” କିମ୍ବା “ଏହା ସେହି ପ୍ରକାରେ ଘଟିବାର ଥିଲା”|

ମୃତମାନଙ୍କ ମଧ୍ୟରୁ ଉତ୍‌ଥାନ କରିବା

“ଜୀବନକୁ ଫେରି ଆସିବା”

ଯିହୁଦୀମାନେ ପ୍ରବର୍ତ୍ତାଇଲେ

“ଯିହୁଦୀମାନେ ମନାଇଲେ” କିମ୍ବା “ଯିହୁଦୀମାନେ ସହାୟତା ହାସଲ କଲେ”

ଆଉ ପାଉଲଙ୍କୁ ଯୋଗ ଦେଲେ

“ଆଉ ପାଉଲଙ୍କ ସହିତ ସଂଯୁକ୍ତ ହେଲେ”

ଭକ୍ତ ଗ୍ରୀକ୍‌ମାନେ

ଯେଉଁମାନେ ଈଶ୍ୱରଙ୍କ ଉପାସନା କରନ୍ତି କିନ୍ତୁ ସୁନ୍ନତ୍‌ବିଧି ଦ୍ୱାରା ଯିହୁଦୀ ମତାବଲମ୍ବକୁ ପରିବର୍ତ୍ତନ ହୋଇ ନାହାଁନ୍ତି|

ବହୁସଂଖ୍ୟକ ଲୋକ

“ଏକ ବୃହତ୍ ଲୋକସମୂହ”