# ସେ ଶାସ୍ତ୍ର ଖୋଲିଲେ ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପାଉଲ ସ୍ପଷ୍ଟଭାବରେ ଶାସ୍ତ୍ରକୁ ବର୍ଣ୍ଣନା କରୁଥିଲେ ଯେପରି ଯାହା ସେ ଶିକ୍ଷା ଦେଉଅଛନ୍ତି ଲୋକମାନେ ତାହା ବୁଝି ପାରନ୍ତି” କିମ୍ବା ୨) “ପାଉଲ ଶାସ୍ତ୍ରର ପୁସ୍ତକ ବା ଚମଡା ପୁସ୍ତକ ଖୋଲୁଥିଲେ” # ଏହା ଆବଶ୍ୟକ ଥିଲା “ଏହା ଯୋଜନାର ଏକ ଅଂଶ ଥିଲା” କିମ୍ବା “ଏହା ସେହି ପ୍ରକାରେ ଘଟିବାର ଥିଲା”| # ମୃତମାନଙ୍କ ମଧ୍ୟରୁ ଉତ୍‌ଥାନ କରିବା “ଜୀବନକୁ ଫେରି ଆସିବା” # ଯିହୁଦୀମାନେ ପ୍ରବର୍ତ୍ତାଇଲେ “ଯିହୁଦୀମାନେ ମନାଇଲେ” କିମ୍ବା “ଯିହୁଦୀମାନେ ସହାୟତା ହାସଲ କଲେ” # ଆଉ ପାଉଲଙ୍କୁ ଯୋଗ ଦେଲେ “ଆଉ ପାଉଲଙ୍କ ସହିତ ସଂଯୁକ୍ତ ହେଲେ” # ଭକ୍ତ ଗ୍ରୀକ୍‌ମାନେ ଯେଉଁମାନେ ଈଶ୍ୱରଙ୍କ ଉପାସନା କରନ୍ତି କିନ୍ତୁ ସୁନ୍ନତ୍‌ବିଧି ଦ୍ୱାରା ଯିହୁଦୀ ମତାବଲମ୍ବକୁ ପରିବର୍ତ୍ତନ ହୋଇ ନାହାଁନ୍ତି| # ବହୁସଂଖ୍ୟକ ଲୋକ “ଏକ ବୃହତ୍ ଲୋକସମୂହ”