Door43-Catalog_or_tn/2TH/02/08.md

1.1 KiB

ତା'ପରେ ଅରାଜକ ଜଣ ପ୍ରକାଶିତ ହେବ

"ତା'ପରେ ଈଶ୍ଵର ଅରାଜକ ଜଣଙ୍କୁ ପ୍ରକାଶିତ କରିବେ"। ଅରାଜକ ଜଣ ଭଣ୍ଡଖ୍ରୀଷ୍ଟର ଅନ୍ୟ ନାମ ଅଟେ ।

ତାହାଙ୍କ ମୁଖର ଶ୍ଵାସ

"ତାହାଙ୍କ କହିବା ଶବ୍ଦର ଶକ୍ତି ଦ୍ଵାରା"

ତାହାଙ୍କ ଆଗାମୀ ପ୍ରକାଶନ ଦ୍ଵାରା ଶୁନ୍ୟକୁ ଆଣିବେ

ଯେତେବେଳେ ଯୀଶୁ ତାହାଙ୍କ ଆଗମନରେ ପ୍ରକାଶିତ ହେବେ ସେତେବେଳେ ସେ ଅରାଜକ ଜଣଙ୍କୁ ବିନାଶ କରିବେ ।

ଶୟତାନଙ୍କ କର୍ମ ସକାଶୁ ଅରାଜକର ଆଗମନ ହେବ

ସମସ୍ତ ଶକ୍ତି, ଚିହ୍ନ, ଏବଂ ଭ୍ରାନ୍ତ ଆଶ୍ଚର୍ଯ୍ୟଗୁଡିକରେ ଶୟତାନ ଅରାଜକ ଜଣଙ୍କୁ କାର୍ଯ୍ୟ କରିବାରେ ସକ୍ଷମ କରିବେ ।