# ତା'ପରେ ଅରାଜକ ଜଣ ପ୍ରକାଶିତ ହେବ "ତା'ପରେ ଈଶ୍ଵର ଅରାଜକ ଜଣଙ୍କୁ ପ୍ରକାଶିତ କରିବେ"। ଅରାଜକ ଜଣ ଭଣ୍ଡଖ୍ରୀଷ୍ଟର ଅନ୍ୟ ନାମ ଅଟେ । # ତାହାଙ୍କ ମୁଖର ଶ୍ଵାସ "ତାହାଙ୍କ କହିବା ଶବ୍ଦର ଶକ୍ତି ଦ୍ଵାରା" # ତାହାଙ୍କ ଆଗାମୀ ପ୍ରକାଶନ ଦ୍ଵାରା ଶୁନ୍ୟକୁ ଆଣିବେ ଯେତେବେଳେ ଯୀଶୁ ତାହାଙ୍କ ଆଗମନରେ ପ୍ରକାଶିତ ହେବେ ସେତେବେଳେ ସେ ଅରାଜକ ଜଣଙ୍କୁ ବିନାଶ କରିବେ । # ଶୟତାନଙ୍କ କର୍ମ ସକାଶୁ ଅରାଜକର ଆଗମନ ହେବ ସମସ୍ତ ଶକ୍ତି, ଚିହ୍ନ, ଏବଂ ଭ୍ରାନ୍ତ ଆଶ୍ଚର୍ଯ୍ୟଗୁଡିକରେ ଶୟତାନ ଅରାଜକ ଜଣଙ୍କୁ କାର୍ଯ୍ୟ କରିବାରେ ସକ୍ଷମ କରିବେ ।