Door43-Catalog_or_tn/GAL/04/10.md

11 lines
878 B
Markdown

# ଯତ୍ନରେ ନିରୀକ୍ଷଣ କର
“ରଖନ୍ତୁ” କିମ୍ବା “ଉତ୍ସବ ପାଳନ |” ପାଉଲ ଏଠାରେ ଉପବାସ ଓ ଭୋଜନପାନ ବିଷୟରେ କହୁଛନ୍ତି |
# ତୁମ୍ଭପାଇଁ ପରିଶ୍ରମ କରିଅଛି
“ତୁମମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷାଦେବାପାଇଁ କଠିନ ପରିଶ୍ରମ କରିଅଛି |” ଏହି ଶବ୍ଦ ନୁତନ ନିୟମରେ କେବେହେଁ ସନ୍ତାନ ଜନ୍ମ ବିଷୟରେ ବ୍ୟବହାର କରାଯାଇ ନାହିଁ |
# ବୃଥାରେ
“ବିନା ପ୍ରଭାବ ସହିତ” କିମ୍ବା “ବିନା ଉଦେଶ୍ୟରେ”
# ତୁମ୍ଭେ
ବହୁବଚନ