# ଯତ୍ନରେ ନିରୀକ୍ଷଣ କର “ରଖନ୍ତୁ” କିମ୍ବା “ଉତ୍ସବ ପାଳନ |” ପାଉଲ ଏଠାରେ ଉପବାସ ଓ ଭୋଜନପାନ ବିଷୟରେ କହୁଛନ୍ତି | # ତୁମ୍ଭପାଇଁ ପରିଶ୍ରମ କରିଅଛି “ତୁମମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷାଦେବାପାଇଁ କଠିନ ପରିଶ୍ରମ କରିଅଛି |” ଏହି ଶବ୍ଦ ନୁତନ ନିୟମରେ କେବେହେଁ ସନ୍ତାନ ଜନ୍ମ ବିଷୟରେ ବ୍ୟବହାର କରାଯାଇ ନାହିଁ | # ବୃଥାରେ “ବିନା ପ୍ରଭାବ ସହିତ” କିମ୍ବା “ବିନା ଉଦେଶ୍ୟରେ” # ତୁମ୍ଭେ ବହୁବଚନ