Door43-Catalog_or_tn/TIT/02/15.md

11 lines
1.1 KiB
Markdown

# କଥା କହି ଏହିସବୁ ବିଷୟକୁ ଉତ୍ସାହ କର
ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଏହିସବୁ ବିଷୟଗୁଡିକୁ ଶିକ୍ଷା ଦିଅ ଏବଂ ଶ୍ରୋତାମାନଙ୍କୁ ଏହିସବୁ ବିଷୟ କରିବାକୁ ଉତ୍ସାହ କର ।"
# ସଂଶୋଧନ ଦିଅ
"ସେହି ଲୋକମାନଙ୍କୁ ସଂଶୋଧନ କର ଯେଉଁମାନେ ଏହିସବୁ ବିଷୟ କରନ୍ତି ନାହିଁ"
# କେହି ବି ଜଣକୁ
"କୌଣସି ଲୋକଙ୍କୁ କରିବାକୁ ଅନୁମତି ଦିଅ ନାହଁ"
# ତୁମ୍ଭମାନଙ୍କୁ ଉପେକ୍ଷା କରେ
ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ତୁମ୍ଭମାନଙ୍କର ଶବ୍ଦ ଶୁଣିବାକୁ ମନା କରେ" କିମ୍ବା "ତୁମ୍ଭମାନଙ୍କୁ ସମ୍ମାନ କରିବାକୁ ମନା କରେ ।"