Door43-Catalog_or_tn/TIT/02/15.md

1.1 KiB

କଥା କହି ଏହିସବୁ ବିଷୟକୁ ଉତ୍ସାହ କର

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ଏହିସବୁ ବିଷୟଗୁଡିକୁ ଶିକ୍ଷା ଦିଅ ଏବଂ ଶ୍ରୋତାମାନଙ୍କୁ ଏହିସବୁ ବିଷୟ କରିବାକୁ ଉତ୍ସାହ କର ।"

ସଂଶୋଧନ ଦିଅ

"ସେହି ଲୋକମାନଙ୍କୁ ସଂଶୋଧନ କର ଯେଉଁମାନେ ଏହିସବୁ ବିଷୟ କରନ୍ତି ନାହିଁ"

କେହି ବି ଜଣକୁ

"କୌଣସି ଲୋକଙ୍କୁ କରିବାକୁ ଅନୁମତି ଦିଅ ନାହଁ"

ତୁମ୍ଭମାନଙ୍କୁ ଉପେକ୍ଷା କରେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି "ତୁମ୍ଭମାନଙ୍କର ଶବ୍ଦ ଶୁଣିବାକୁ ମନା କରେ" କିମ୍ବା "ତୁମ୍ଭମାନଙ୍କୁ ସମ୍ମାନ କରିବାକୁ ମନା କରେ ।"