1.7 KiB
1.7 KiB
ସେମାନେ ଜିଦ୍ କରିବାକୁ ଲାଗିଲେ
“ଜନସାଧାରଣ ଜିଦ୍ କରିବାକୁ ଲାଗିଲେ”
ବଡ଼ ପାଟିରେ
“ଚିତ୍କାର କରି”
ସେ କୃଶରେ ଚଢାଯାଉ ବୋଲି
“ଯୀଶୁ କୃଶରେ ଚଢାଯାଉ ବୋଲି”
ସେମାନଙ୍କ କଳାହଳ
“ଜନସାଧାରଣଙ୍କ ଦ୍ୱାରା ଚିତ୍କାର କରାଯାଇଥିବା କଥାଗୁଡିକ”
ସେମାନଙ୍କ ଦାବି ଅନୁସାରେ କରାଯାଉ
“ଜନସାଧାରଣ ଯାହା କହୁଛନ୍ତି ତାହା କରାଯାଉ” (ୟୁଡିବୀ)
ଯେଉଁ ଲୋକ ନିମନ୍ତେ ସେମାନେ ଦାବୀ କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ
“ପିଲାତ ବାରବ୍ବାକୁ ମୁକ୍ତ କଲେ ଯାହାକୁ ଜନସାଧାରଣ ମୁକ୍ତ କରିବାକୁ କହିଥିଲେ”
ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ
“ପିଲାତ ଜନସାଧାରଣଙ୍କୁ ସେମାନଙ୍କ ଇଚ୍ଛାନୁସାରେ ଯୀଶୁଙ୍କ ପ୍ରତି କରିବାକୁ ଅନୁମତି ଦେଲେ” କିମ୍ବା “ପିଲାତ ଯୀଶୁଙ୍କୁ ଜନସାଧାରଣଙ୍କ ନିକଟରେ ସମର୍ପଣ କଲେ ଓ ସେମାନେ ଯାହା ଇଚ୍ଛା କରୁଅଛନ୍ତି ତାହା ଯୀଶୁଙ୍କ ପ୍ରତି କରିବାକୁ ଅନୁମତି ଦେଲେ।”