Door43-Catalog_or_tn/LUK/23/23.md

20 lines
1.7 KiB
Markdown
Raw Permalink Normal View History

2018-01-11 01:51:28 +00:00
# ସେମାନେ ଜିଦ୍ କରିବାକୁ ଲାଗିଲେ
“ଜନସାଧାରଣ ଜିଦ୍ କରିବାକୁ ଲାଗିଲେ”
# ବଡ଼ ପାଟିରେ
“ଚିତ୍କାର କରି”
# ସେ କୃଶରେ ଚଢାଯାଉ ବୋଲି
“ଯୀଶୁ କୃଶରେ ଚଢାଯାଉ ବୋଲି”
# ସେମାନଙ୍କ କଳାହଳ
“ଜନସାଧାରଣଙ୍କ ଦ୍ୱାରା ଚିତ୍କାର କରାଯାଇଥିବା କଥାଗୁଡିକ”
# ସେମାନଙ୍କ ଦାବି ଅନୁସାରେ କରାଯାଉ
“ଜନସାଧାରଣ ଯାହା କହୁଛନ୍ତି ତାହା କରାଯାଉ” (ୟୁଡିବୀ)
# ଯେଉଁ ଲୋକ ନିମନ୍ତେ ସେମାନେ ଦାବୀ କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ
“ପିଲାତ ବାରବ୍ବାକୁ ମୁକ୍ତ କଲେ ଯାହାକୁ ଜନସାଧାରଣ ମୁକ୍ତ କରିବାକୁ କହିଥିଲେ”
# ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ
“ପିଲାତ ଜନସାଧାରଣଙ୍କୁ ସେମାନଙ୍କ ଇଚ୍ଛାନୁସାରେ ଯୀଶୁଙ୍କ ପ୍ରତି କରିବାକୁ ଅନୁମତି ଦେଲେ” କିମ୍ବା “ପିଲାତ ଯୀଶୁଙ୍କୁ ଜନସାଧାରଣଙ୍କ ନିକଟରେ ସମର୍ପଣ କଲେ ଓ ସେମାନେ ଯାହା ଇଚ୍ଛା କରୁଅଛନ୍ତି ତାହା ଯୀଶୁଙ୍କ ପ୍ରତି କରିବାକୁ ଅନୁମତି ଦେଲେ।”