Door43-Catalog_or_tn/LUK/23/11.md

8 lines
1.5 KiB
Markdown

# ତାହାଙ୍କୁ ଚାକଚକ୍ୟ ବସ୍ତ୍ର ପିନ୍ଧାଇଲେ
ଏହି ଅନୁବାଦ ସ୍ପଷ୍ଟ କରେ ଯେ ଏହା ଯୀଶୁଙ୍କ ଯତ୍ନ ନିମନ୍ତେ କି ଆଦର ଦେବା ନିମନ୍ତେ କଲେ ନାହିଁ। ସେମାନେ ଯୀଶୁଙ୍କୁ ଉପହାସ କରିବାକୁ ଓ ତାହାଙ୍କୁ ବିଦ୍ରୁପ କରିବାକୁ କଲେ।
# ସେହିଦିନ ହେରୋଦ ଓ ପିଲାତ ପରସ୍ପର ବନ୍ଧୁ ହେଲେ।
ଏହା ଅବ୍ୟକ୍ତ ସୂଚନା ଅଟେ ଯେ ସେମାନେ ଉଭୟେ ବନ୍ଧୁ ହେଲେ କାରଣ ପିଲାତ ହେରୋଦଙ୍କ ନିକଟକୁ ଯୀଶୁଙ୍କୁ ବିଚାର କରିବା ନିମନ୍ତେ ପଠାଇଥିବାରୁ ହେରୋଦ ପିଲାତଙ୍କ ପ୍ରଶଂସା କଲେ। ଆପଣମାନେ ଏହାକୁ ସ୍ପଷ୍ଟ କରିପାରିବେ: “ଆଉ ସେହିଦିନ ହେରୋଦ ଓ ପିଲାତ ପରସ୍ପର ବନ୍ଧୁ ହେଲେ କାରଣ ପିଲାତ ହେରୋଦଙ୍କ ନିକଟକୁ ପଠାଇଥିଲେ ଯୀଶୁଙ୍କୁ ବିଚାର କରିବା ନିମନ୍ତେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)
# ତା'ପରେ
“ସେହିଦିନ ପରେ”