# ତାହାଙ୍କୁ ଚାକଚକ୍ୟ ବସ୍ତ୍ର ପିନ୍ଧାଇଲେ ଏହି ଅନୁବାଦ ସ୍ପଷ୍ଟ କରେ ଯେ ଏହା ଯୀଶୁଙ୍କ ଯତ୍ନ ନିମନ୍ତେ କି ଆଦର ଦେବା ନିମନ୍ତେ କଲେ ନାହିଁ। ସେମାନେ ଯୀଶୁଙ୍କୁ ଉପହାସ କରିବାକୁ ଓ ତାହାଙ୍କୁ ବିଦ୍ରୁପ କରିବାକୁ କଲେ। # ସେହିଦିନ ହେରୋଦ ଓ ପିଲାତ ପରସ୍ପର ବନ୍ଧୁ ହେଲେ। ଏହା ଅବ୍ୟକ୍ତ ସୂଚନା ଅଟେ ଯେ ସେମାନେ ଉଭୟେ ବନ୍ଧୁ ହେଲେ କାରଣ ପିଲାତ ହେରୋଦଙ୍କ ନିକଟକୁ ଯୀଶୁଙ୍କୁ ବିଚାର କରିବା ନିମନ୍ତେ ପଠାଇଥିବାରୁ ହେରୋଦ ପିଲାତଙ୍କ ପ୍ରଶଂସା କଲେ। ଆପଣମାନେ ଏହାକୁ ସ୍ପଷ୍ଟ କରିପାରିବେ: “ଆଉ ସେହିଦିନ ହେରୋଦ ଓ ପିଲାତ ପରସ୍ପର ବନ୍ଧୁ ହେଲେ କାରଣ ପିଲାତ ହେରୋଦଙ୍କ ନିକଟକୁ ପଠାଇଥିଲେ ଯୀଶୁଙ୍କୁ ବିଚାର କରିବା ନିମନ୍ତେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା) # ତା'ପରେ “ସେହିଦିନ ପରେ”