Door43-Catalog_or_tn/LUK/08/54.md

5 lines
651 B
Markdown

# ଆଗୋ ବାଳିକା, ଉଠ୍
“ଛୋଟ ବାଳିକା, ଉଠ”
# ତାହାର ଆତ୍ମା ଫେରିଆସିଲା
ଏହି ଶବ୍ଦ “ଆତ୍ମା” ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ନିଶ୍ୱାସପ୍ରଶ୍ୱାସ” କିମ୍ବା “ଜୀବନ”। ଏହି ବାକ୍ୟାଂଶ ଏହିପରି ଅନୁବାଦ କରାଯାଇପାରେ “ସେ ଜୀବନରେ ପୂନର୍ବାର ଫେରିଆସିଲା” କିମ୍ବା “ସେ ପୂନର୍ବାର ଜୀବିତ ହେଲା”।