# ଆଗୋ ବାଳିକା, ଉଠ୍ “ଛୋଟ ବାଳିକା, ଉଠ” # ତାହାର ଆତ୍ମା ଫେରିଆସିଲା ଏହି ଶବ୍ଦ “ଆତ୍ମା” ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ନିଶ୍ୱାସପ୍ରଶ୍ୱାସ” କିମ୍ବା “ଜୀବନ”। ଏହି ବାକ୍ୟାଂଶ ଏହିପରି ଅନୁବାଦ କରାଯାଇପାରେ “ସେ ଜୀବନରେ ପୂନର୍ବାର ଫେରିଆସିଲା” କିମ୍ବା “ସେ ପୂନର୍ବାର ଜୀବିତ ହେଲା”।