884 B
884 B
(କାରଣ ସେ ଅତି ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିଲେ)
ଏହା ପୃଷ୍ଠଭୂମି ସୂଚନା ଅଟେ |(ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)
(କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇଶହ ହାତ ଦୂରରେ ଥିଲେ)
ଏହା ପୃଷ୍ଠଭୂମି ସୂଚନା ଅଟେ |(ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)
ଦୁଇଶହ ହାତ ଦୂରତା
“ନବେ ମିଟର |” ଗୋଟିଏ ହାତର ଦୈଘ୍ୟ ଗୋଟିଏ ଅଧ ମିଟର ଦୂରତାଠାରୁ କମ୍ ଅଟେ |(ଦେଖ: ବାଇବଲ ସମ୍ବନ୍ଧୀୟ ଦୂରତା)