# (କାରଣ ସେ ଅତି ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିଲେ) ଏହା ପୃଷ୍ଠଭୂମି ସୂଚନା ଅଟେ |(ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା) # (କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇଶହ ହାତ ଦୂରରେ ଥିଲେ) ଏହା ପୃଷ୍ଠଭୂମି ସୂଚନା ଅଟେ |(ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା) # ଦୁଇଶହ ହାତ ଦୂରତା “ନବେ ମିଟର |” ଗୋଟିଏ ହାତର ଦୈଘ୍ୟ ଗୋଟିଏ ଅଧ ମିଟର ଦୂରତାଠାରୁ କମ୍ ଅଟେ |(ଦେଖ: ବାଇବଲ ସମ୍ବନ୍ଧୀୟ ଦୂରତା)