Door43-Catalog_or_tn/ACT/08/01.md

2.6 KiB

ଶାଉଲ ସମ୍ମତ ଥିଲେ

ଲୁକ ସ୍ତିଫାନଙ୍କ ଠାରୁ ଶାଉଲଙ୍କ ବିବରଣୀରେ ବଦଳାଉଛନ୍ତି| ଆପଣମାନେ ବୁଝିବା ନିମନ୍ତେ ଆବଶ୍ୟକ ହୋଇପାରେ କିପରି ଆପଣଙ୍କ ଭାଷାରେ ମୁଖ୍ୟ ଭୂମିକା ମଧ୍ୟରେ ବିବରଣୀ ପରିବର୍ତ୍ତନ ହୋଇଥାଏ|

ବାହରକୁ ଟାଣିଆଣି

ସେମାନେ ବଳପୂର୍ବକ ନିଆଗଲେ

ସେହିଦିନ

ଯେଉଁ ଦିନ ସ୍ତିଫାନ ମୃତ୍ୟୁବରଣ କଲେ

ସମସ୍ତ ବିଶ୍ୱାସୀମାନେ ଛିନ୍ନଭିନ୍ନ ହୋଇଗଲେ

ଏହା ଏକ ଅତ୍ୟୁକ୍ତି ଅଟେ ଯାହା ଅନେକ ବା ଅଧିକାଂଶ ଯିରୁଶାଲମରେ ବାସ କରୁଥିବା ବିଶ୍ୱାସୀମାନେ ତାଡ଼ନା ଯୋଗୁଁ ପଳାୟନ କଲେ| (ଦେଖନ୍ତୁ: ଅତ୍ୟୁକ୍ତି)

ପ୍ରେରିତମାନଙ୍କ ଛାଡ଼ା

ଏହା ସୂଚିତ କରେ ଯେ ପ୍ରେରିତମାନେ ଯିରୁଶାଲମରେ ରହିଲେ ଆଉ ସେମାନେ ଏହି ମହା ତାଡ଼ନାକୁ ଅନୁଭବ କଲେ ନାହିଁ| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଭକ୍ତ ଲୋକମାନେ

“ଈଶ୍ୱରଙ୍କୁ ଭୟ କରୁଥିବା ଲୋକମାନେ” କିମ୍ବା “ଯେଉଁ ଲୋକମାନେ ଈଶ୍ୱରଙ୍କୁ ଭୟ କରୁଥିଲେ”

ବହୁତ ବିଳାପ କଲେ

“ବହୁତ ଶୋକ କଲେ…ତାହାଙ୍କ ନିମନ୍ତେ” (ୟୁଡିବୀ)

ସେ ଘରେ ଘରେ ପଶି

ଏହା ଏକ ଅତ୍ୟୁକ୍ତି ଅଟେ ଯାହା ଶାଉଲ ଅନେକ ଗୃହରେ ପ୍ରବେଶ କରିଲେ| ଯିରୁଶାଲମସ୍ଥ ପ୍ରତ୍ୟେକ ଗୃହରେ ପ୍ରବେଶ କରିବା ତାହାଙ୍କର ଅଧିକାର ନ ଥିଲା| (ଦେଖନ୍ତୁ: ଅତ୍ୟୁକ୍ତି)

ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି

ଶାଉଲ ବଳପୂର୍ବକ ଯିହୁଦୀ ବିଶ୍ୱାସୀମାନଙ୍କୁ ସେମାନଙ୍କୁ ଗୃହରୁ ଟାଣି ଆଣି କାରାଗାରରେ ରଖୁଥିଲେ|