Door43-Catalog_or_tn/ACT/08/01.md

26 lines
2.6 KiB
Markdown
Raw Permalink Normal View History

2018-01-11 01:51:28 +00:00
# ଶାଉଲ ସମ୍ମତ ଥିଲେ
ଲୁକ ସ୍ତିଫାନଙ୍କ ଠାରୁ ଶାଉଲଙ୍କ ବିବରଣୀରେ ବଦଳାଉଛନ୍ତି| ଆପଣମାନେ ବୁଝିବା ନିମନ୍ତେ ଆବଶ୍ୟକ ହୋଇପାରେ କିପରି ଆପଣଙ୍କ ଭାଷାରେ ମୁଖ୍ୟ ଭୂମିକା ମଧ୍ୟରେ ବିବରଣୀ ପରିବର୍ତ୍ତନ ହୋଇଥାଏ|
# ବାହରକୁ ଟାଣିଆଣି
ସେମାନେ ବଳପୂର୍ବକ ନିଆଗଲେ
# ସେହିଦିନ
ଯେଉଁ ଦିନ ସ୍ତିଫାନ ମୃତ୍ୟୁବରଣ କଲେ
# ସମସ୍ତ ବିଶ୍ୱାସୀମାନେ ଛିନ୍ନଭିନ୍ନ ହୋଇଗଲେ
ଏହା ଏକ ଅତ୍ୟୁକ୍ତି ଅଟେ ଯାହା ଅନେକ ବା ଅଧିକାଂଶ ଯିରୁଶାଲମରେ ବାସ କରୁଥିବା ବିଶ୍ୱାସୀମାନେ ତାଡ଼ନା ଯୋଗୁଁ ପଳାୟନ କଲେ| (ଦେଖନ୍ତୁ: ଅତ୍ୟୁକ୍ତି)
# ପ୍ରେରିତମାନଙ୍କ ଛାଡ଼ା
ଏହା ସୂଚିତ କରେ ଯେ ପ୍ରେରିତମାନେ ଯିରୁଶାଲମରେ ରହିଲେ ଆଉ ସେମାନେ ଏହି ମହା ତାଡ଼ନାକୁ ଅନୁଭବ କଲେ ନାହିଁ| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)
# ଭକ୍ତ ଲୋକମାନେ
“ଈଶ୍ୱରଙ୍କୁ ଭୟ କରୁଥିବା ଲୋକମାନେ” କିମ୍ବା “ଯେଉଁ ଲୋକମାନେ ଈଶ୍ୱରଙ୍କୁ ଭୟ କରୁଥିଲେ”
# ବହୁତ ବିଳାପ କଲେ
“ବହୁତ ଶୋକ କଲେ…ତାହାଙ୍କ ନିମନ୍ତେ” (ୟୁଡିବୀ)
# ସେ ଘରେ ଘରେ ପଶି
ଏହା ଏକ ଅତ୍ୟୁକ୍ତି ଅଟେ ଯାହା ଶାଉଲ ଅନେକ ଗୃହରେ ପ୍ରବେଶ କରିଲେ| ଯିରୁଶାଲମସ୍ଥ ପ୍ରତ୍ୟେକ ଗୃହରେ ପ୍ରବେଶ କରିବା ତାହାଙ୍କର ଅଧିକାର ନ ଥିଲା| (ଦେଖନ୍ତୁ: ଅତ୍ୟୁକ୍ତି)
# ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି
ଶାଉଲ ବଳପୂର୍ବକ ଯିହୁଦୀ ବିଶ୍ୱାସୀମାନଙ୍କୁ ସେମାନଙ୍କୁ ଗୃହରୁ ଟାଣି ଆଣି କାରାଗାରରେ ରଖୁଥିଲେ|