Door43-Catalog_or_tn/MAT/25/34.md

13 lines
1.2 KiB
Markdown

ଯୀଶୁ କିପରି ଲୋକମାନଙ୍କୁ ଯୁଗାନ୍ତ ସମୟରେ ବିଚାର କରିବେ ସେ ତାହାଙ୍କ ଶିଷ୍ୟମାନଙ୍କୁ ତାହା କହିବା ଜାରିରଖନ୍ତି ।
# ରାଜା
"ମନୁଷ୍ୟ ପୁତ୍ର" (୨୫:୩୧)
# ଯେଉଁମାନେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି
"ମେଷ" (୨୫:୩୩)
# ଯେଉଁମାନେ ମୋହର ପିତାଙ୍କ ଦ୍ଵାରା ଆଶୀର୍ବାଦ ହୋଇଅଛ, ଆସ
ଏକାନ୍ତରୀକ ଅନୁବାଦ: "ଆସ, ତୁମ ଯେଉଁମାନଙ୍କୁ ମୋହର ପିତା ଆଶୀର୍ବାଦ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)
# ତୁମ୍ବମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ରାଜ୍ୟ ଅଧିକାର କର
ଏକାନ୍ତରୀକ ଅନୁବାଦ: ଈଶ୍ଵର ତୁମ୍ବମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥବା ରାଜ୍ୟ ଅଧିକାର କର"