Door43-Catalog_or_tn/MAT/25/14.md

1.8 KiB

ବିଶ୍ଵସ୍ତ ଏବଂ ଅବିଶ୍ଵସ୍ତ ଦାସମାନଙ୍କ ବିଷୟରେ ଯୀଶୁ ଏକ ଦୃଷ୍ଟାନ୍ତ କହିବାକୁ ଆରମ୍ବ କରନ୍ତି ।

ଏହା ଏହିପରି ଅଟେ

"ସ୍ଵର୍ଗରାଜ୍ୟ ଏହି ପରି ଅଟେ" (ଦେଖନ୍ତୁ ୧୫:୧)

ଯିବାକୁ ପ୍ରସ୍ତୁତ ଥିଲା

"ଯିବାକୁ ପ୍ରସ୍ତୁତ ଥିଲା" କିମ୍ବା "ଶୀଘ୍ର ଯିବାକୁ ପ୍ରସ୍ତୁତ ଥିଲା"

ତାହାଙ୍କ ସମ୍ପତ୍ତି ସେମାନଙ୍କୁ ସମର୍ପଣ କଲେ

"ତାହାଙ୍କ ସମ୍ପତ୍ତିର ଦାୟିତ୍ଵରେ ସେମାନଙ୍କୁ ରଖିଲେ"

ତାହାଙ୍କ ସମ୍ପତ୍ତି

"ତାହାଙ୍କ ସମ୍ପତ୍ତି"

ପାଂଚ ତୋଡା

ଏକ "ତୋଡା" କୋଡିଏ ବର୍ଷ ବେତନର ମୁଲ୍ୟ ଥିଲା । ଏହା ଆଧୁନିକ ମୁଦ୍ରାରେ ଅନୁବାଦ କରିବାକୁ ଅଗ୍ରାହ୍ୟ କର । ବୃହତ ପରିମାଣରେ ସମ୍ପତ୍ତି ଅନ୍ତର୍ଭୁକ କରିବା ସାଥେ ସାଥେ ଏହି ଦୃଷ୍ଟାନ୍ତ ଆପେକ୍ଷିକ ପାଂଚର, ଦୁଇ, ଏବଂ ଏକର ପରିମାଣକୁ ତୁଳନା କରୁଅଛି । (ଦେଖନ୍ତୁ UDB, ପାଂଚ ଥଳି ସ୍ଵର୍ଣ୍ଣ" ଏବଂ ବାଇବଲ ସମ୍ବନ୍ଧୀୟ ମୁଦ୍ରା)

ସେ ତାହାଙ୍କ ଯାତ୍ରାରେ ଚାଲିଗଲେ

"କର୍ତ୍ତା ତାହାଙ୍କ ଯାତ୍ରାରେ ଚାଲିଗଲେ"