Door43-Catalog_or_tn/MAT/24/37.md

8 lines
1.5 KiB
Markdown

ଯୀଶୁ ଆସିବା ପୁର୍ବରୁ କ'ଣ ଘଟିବା ତାହା ସବୁ ସେ ତାହାଙ୍କ ଶିଷ୍ୟମାନଙ୍କୁ କହିବା ଜାରି ରଖନ୍ତି ।
# ଯେପରି ନୋହଙ୍କ ଦିନ ଥିଲା, ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନ ହେବ
ଏକାନ୍ତରୀକ ଅନୁବାଦ: "ନୋହଙ୍କ ଦିନ ଯେପରି ଥିଲା ସେହିପରି ଯେତେବେଳେ ମନୁଷ୍ୟ ପୁତ୍ର ପୁନର୍ବାର ଆସିବେ ସେହିପରି ହେବ" କାରଣ କୌଣସି ଲୋକ ଜାଣିବେ ନାହିଁ ଯେ ସେମାନଙ୍କ ପ୍ରତି ମନ୍ଦ ଘଟିବ ବୋଲି ।
# କାରଣ ଯେପରି ସେହି ଦିନଗୁଡିକରେ ଜଳପ୍ଲାବନ ପୁର୍ବରୁ ସେମାନେ ଖାଦ୍ୟ ଓ ପାନ କରୁଥିଲେ, ... ସେମାନଙ୍କ ସମସ୍ତଙ୍କୁ ନେଇଗଲା
ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନ ହେବ
ଏକାନ୍ତରୀକ ଅନୁବାଦ: "ମନୁଷ୍ୟ ପୁତ୍ର ଆସିବା ପୁର୍ବ ଦିନଗୁଡିକ ଜଳପ୍ଲାବନର ପୁର୍ବ ଦିନ ପରି ହେବ, ଯେତେବେଳେ ପ୍ରତ୍ୟେକ ଜଣ ଖାଦ୍ୟ ଓ ପାନ କରୁଥିଲେ, ... ସେମାନଙ୍କ ସମସ୍ତଙ୍କୁ ନେଇଗଲା"