Door43-Catalog_or_tn/MAT/08/33.md

11 lines
1.5 KiB
Markdown

ଏହା ଯୀଶୁ ଭୁତଗ୍ରସ୍ତ ଥିବା ଦୁଇ ଜଣକୁ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ
#. #. ପୁରୁଷମାନେ ଯେଉଁମାନେ ଘୁଷୁରୀମାନଙ୍କୁ ଚରାଉହିଲେ
“ପୁରୁଷମାନେ ଯେଉଁମାନେ ଘୁଷୁରୀମାନଙ୍କ ଯତ୍ନ ନେଉଥିଲେ”
#. ସେହି ବ୍ୟକ୍ତିକୁ କଅଣ ହେଲା ଯିଏ ଭୁତମାନଙ୍କ ଦ୍ଵାରା ନିୟନ୍ତ୍ରିତ ଥିଲା
ଯୀଶୁ ସେହି ଭୁତ ଦ୍ଵାରା ନିୟନ୍ତ୍ରିତ ଥିବା ପୁରୁଷକୁ କଅଣ ହେଲା
#. ଆଉଦେଖ
ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାରୁ ଭିନ୍ନ ଭିନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହାକୁ କରିବାର ପ୍ରକ୍ରିୟା ଅଛି
#. ସମସ୍ତ ନଗର
ଏହାର ଅର୍ଥ ଅନେକ କିମ୍ବା ଅଧିକାଂଶ ଲୋକମାନେ, ସମସ୍ତ ଲୋକମାନେ ବୋଲି ଜରୁରୀ ନୁହେଁ (ଦେଖନ୍ତୁ:ଅତୟୁକ୍ତି ଭାବ)
#. ଅଂଚଳ
“ନିକଟବର୍ତ୍ତୀ ନଗର ଏବଂ ଅଂଚଳଗୁଡିକ”