1.8 KiB
1.8 KiB
ଏହା ଯୀଶୁ ଭୁତଗ୍ରସ୍ତ ଥିବା ଦୁଇ ଜଣକୁ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ
ବର୍ତ୍ତମାନ
ଏହା ଦେଖାଏ ଯେ ଲେଖକ କାହାଣୀ ଚାଲୁ ହେବା ପୁର୍ବରୁ ଯାହା ତାହାଙ୍କୁ ଆବଶ୍ୟକ ପାଠକକୁ ସୁଚନା ବିଷୟରେ କହିବ ଯୀଶୁ ସେଠାରେ ପହଁଚିବା ପୁର୍ବରୁ ଘୁଷୁରୀମାନେ ସେଠାରେ ଥିଲେ (ଦେଖନ୍ତୁ:ଘଟଣାଗୁଡିକର କ୍ରମ)
#. ଯଦି ଆମ୍ଭମାନଙ୍କୁ ତଡିଦିଅ
ଏହାର ଅର୍ଥ “ଯେହେତୁ ତୁମ୍ଭେ ଆମ୍ଭକୁ ତଡିଦେବାକୁ ଚାହୁଁଅଛ”
#. ଆମ୍ଭକୁ
ବିଶେଷ (ଦେଖନ୍ତୁ:ବିଶେଷ)
#. ସେମାନଙ୍କୁ
ବ୍ୟକ୍ତିର ଭିତରେ ଥିବା ବହୁତମାନେ
#. ଭୁତମାନେ ବାହାରକୁ ଆସିଲେ ଏବଂ ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ
“ଭୁତମାନେ ବ୍ୟକ୍ତିକୁ ଛାଡିଲେ ଏବଂ ପଶୁମାନଙ୍କ ଭିତରକୁ ପ୍ରବେଶ କଲେ”
#. ଆଉ ଦେଖ
“ଆଉ ଦେଖ” ଶବ୍ଦ ଆମ୍ଭକୁ ଆଶ୍ଚର୍ଯ୍ୟ ସୁଚନା ଯାହା ଅନୁକରଣ କରେ ଧ୍ୟାନ ଦେବାକୁ ସାବଧାନ କରାଏ
#. ତୀଖ ସ୍ଥାନକୁ ଦୌଡି ଗଲେ
“ଶୀଘ୍ର ତୀଖସ୍ଥାନକୁ ଦୌଡିଗଲେ”
#. ପାଣିରେ ବିନଷ୍ଟ ହେଲେ
“ବୁଡିଗଲେ”