Door43-Catalog_or_tn/MAT/08/21.md

3.7 KiB

ଯୀଶୁ ବୁଝାଉଥିଲେ ଯାହା ସେ ତାହାଙ୍କ ଅନୁସରଣକାରୀଙ୍କଠାରୁ ଇଚ୍ଛା କରୁଥିଲେ #. ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ଅନୁମତି ଦିଅନ୍ତୁ ଏହା ଏକ ଭଦ୍ର ଅନୁରୋଧ ଅଟେ ଯିହୁଦୀ ପରମ୍ପରାରେ ଲୋକମାନଙ୍କୁ ସେହିଦିନ ସମାଧି ଦିଅନ୍ତି ଯେଉଁଦିନ ସେମାନେ ମୃତ୍ୟୁବରଣ କରନ୍ତି, ତେବେ ବ୍ୟକ୍ତିର ପିତା ହୋଇପାରେ ଜୀବିତ ଥିଲେ ଏବଂ ବ୍ୟକ୍ତି ତାହାଙ୍କ ପିତାଙ୍କୁ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ ଦିନ ଯତ୍ନ କରି ନେବା ପାଇଁ ବର୍ଣ୍ଣିତ ଭାବରେ "ସମାଧି" ଶବ୍ଦକୁ ବ୍ୟବହାର କରିଛନ୍ତି (ଦେଖନ୍ତୁ:UDB) ଯଦି ତାହାର ପିତା ମୃତ୍ୟୁବରଣ କରିଥାନ୍ତେ, ଥାହେଲେ ବ୍ୟକ୍ତି କିଛି ଘଣ୍ଟା ପାଇଁ ଯିବାକୁ ଅନୁରୋଧ କରିଥାନ୍ତେ ନିର୍ଦ୍ଧିଷ୍ଟ କରନ୍ତୁ ଯେ ମୃତ୍ୟୁବରଣ କରିଥିଲେ କିମ୍ବା କରିନଥିଲେ କେବଳ ଭୁଲ୍ ଅର୍ଥକୁ ପରିବର୍ଜନ କରିବାକୁ ଆବଶ୍ୟକ ପଡେ (ଦେଖନ୍ତୁ: ବର୍ଣ୍ଣିତ) #. ମୃତ ଲୋକମାନଙ୍କୁ ଆପଣା ଆପଣା ଲୋକଙ୍କୁ ସମାଧି ସମାଧି ଦେବାକୁ ଛାଡିଦିଅ ଏହାର ସଦୃଶ ପରି ଅଟେ, ସମ୍ପୁର୍ଣ୍ଣ ନୁହେଁ, ବିବୃତ୍ତି, ତେବେ ଅଳ୍ପ ଶବ୍ଦ ପରି ବ୍ୟବହାର କର ଏବଂ ଅଳ୍ପ ଭାବରେ ନିର୍ଦ୍ଧିଷ୍ଟ କରନ୍ତୁ ଏଠାରେ “ସମାଧି” ନିମନ୍ତେ ସେହି ସମାନ ଭାବକୁ ବ୍ୟବହାର କର ଯେପରି ବ୍ୟକ୍ତିର ଅନୁରୋଧ ଦ୍ଵାରା “ସମାଧି” ଶବ୍ଦକୁ ବ୍ୟବହାର କରିଅଛ #. ଛାଡିଦିଅ...ସମାଧି ଦେବାକୁ ଏହା ବ୍ୟକ୍ତିର ତାହାର ପିତା ନିମନ୍ତେ ପ୍ରାଥମିକ ଦାୟିତ୍ଵକୁ ଅସ୍ଵିକାରକରିବା କରିବାର ଏକ ଦୃଢ ମାଧ୍ୟମ ଅଟେ “ଆପଣା ଲୋକଙ୍କୁ ସମାଧି ଦେବାକୁ ଛାଡିଦିଅ” ହାରୁ ଦୃଢ ଅଟେ କିମ୍ବା “ମୃତ ଜଣକ ଆପଣାକୁ ସମାଧି ଦେଉ,” ଏହା “ମୃତ ଲୋକକୁ କୌଣସୀ ଚୟନ ଦିଅ ନାହିଁ କିନ୍ତୁ ଆପଣା ମୃତ ଲୋକଙ୍କୁ ସମାଧି ଦିଅନ୍ତୁ” ଠାରୁ ଅଧିକ ପରି ଅଟେ #. ମୃତ ଲୋକ......ଆପଣା ମୃତ “”ମୃତଜଣ” ଈଶ୍ଵରଙ୍କ ରାଜ୍ୟର ବାହାରେ ଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ, ଯାହାର ଅନନ୍ତ ଜୀବନ ନାହିଁ(ଦେଖନ୍ତୁ UDB;ରୁପକ) “ସେମାନଙ୍କ ଆପଣା ମୃତ” ରାଜ୍ୟର ବାହାରେ ଥିବା ସେମାନଙ୍କୁ ସୁଚିତ କରାଯାଇଅଛି କରାଯାଇଅଛି ଯେଉଁମାନେ ପ୍ରକୃତରେ ମରୁଛନ୍ତି