Door43-Catalog_or_tn/MAT/08/14.md

1.5 KiB

ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ଯୀଶୁ ଆସିଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ଦ୍ଵାରା ମିଳିତ ହେଲେ (ଯାହାକୁ ସେ ନିର୍ଦ୍ଦେଶ ଦେଇଥିଲେ, ୮:୧୮; ଦେଖନ୍ତୁ UDB), କିନ୍ତୁ କାହାଣୀର କେନ୍ଦ୍ର ଯାହା ଯୀଶୁ କହିଥିଲେ ଏବଂ କରିଥିଲେ, ସେହିପରି ଶିଷ୍ୟମାନଙ୍କୁ ପରିଚୟ ଦେବାରେ କେବଳ ଯଦି ଭୁଲ୍ ଅର୍ଥକୁ ପରିବର୍ଜନ କରିବା ପାଇଁ ଆବଶ୍ୟକ ପଡେ #. ପିତରଙ୍କ ଶାଶୁ "ପିତରଙ୍କ ସ୍ତ୍ରୀଙ୍କ ମାଆ" #. ଜ୍ବର ତାହାଙ୍କୁ ଛାଡିଲା ଯଦି ଆପଣଙ୍କ ଭାଷା ଏହି ବ୍ୟକ୍ତିତ୍ବଆରୋପ ବୁଝିଥାଏ ଏହି ଅର୍ଥ ବୁଝିବା ପାଇଁ ଯେ ଜ୍ବର ଚିନ୍ତା କରି ଏବଂ ନିଜେ କାର୍ଯ୍ୟ କରେ, ଏହା ଏପରି ଅନୁବାଦ କରାଯାଇପାରିବ "ସେ ଭଲ ହେଲା" କିମ୍ବା "ଯୀଶୁ ତାହାଙ୍କୁ ସୁସ୍ଥ କଲେ" (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ) #. ଉଠିଲେ "ବିଛଣାରୁ ଉଠିଲେ"