Door43-Catalog_or_tn/TIT/01/10.md

2.1 KiB

ଯେଉଁମାନେ ସୁନ୍ନତର

ଯେଉଁମାନେ ସୁନ୍ନତ ହୋଇଅଛନ୍ତି” କିମ୍ବା “ଯେଉଁମାନେ ସୁନ୍ନତକୁ ବ୍ୟବହାର କରନ୍ତି ।“ ଏହା ଯିହୁଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ସୁନ୍ନତ ଥିଲେ ।

ସେମାନଙ୍କ ବାକ୍ୟଗୁଡିକ ମୁଲ୍ୟହୀନ

“ସେମାନଙ୍କର ବାକ୍ୟଗୁଡିକ କୌଣସି ଲୋକମାନଙ୍କ ନିମନ୍ତେ ଲାଭଦାୟକ ନୁହଁ”

ସେମାନଙ୍କୁ ରୋକିବା ଆବଶ୍ୟକ ଅଟେ

“ସେମାନଙ୍କର ଶିକ୍ଷା ପ୍ରସାର କରିବାଠାରୁ ସେମାନେ ନିବାରଣ ହେବା ଆବଶ୍ୟକ” କିମ୍ବା “ସେମାନଙ୍କ ବାକ୍ୟଗୁଡିକ ଦ୍ଵାରା ଅନ୍ୟମାନଙ୍କୁ ପ୍ରଭାବ କରିବାଠାରୁ ସେମାନେ ବିରୋଧ ହେବା ଆବଶ୍ୟକ”

ସେମାନେ କ’ଣ ଶିକ୍ଷା ଦେବା ଉଚିତ୍ ନୁହେଁ

“ବିଷୟ ଯାହା ସବୁ ଶିକ୍ଷା ଦେବା ଉପଯୁକ୍ତ ନୁହେଁ”

ଲଜ୍ୟାଜନକ ଲାଭ ନିମନ୍ତେ

“ଯାହା ଫଳରେ ଲୋକମାନେ ସେମାନଙ୍କୁ ଟଙ୍କା ଦେବେ । ଏହି ଅତି ଲଜ୍ୟାଜନକ ଅଟେ !” (UDB) । ଯାହାସବୁ ଅସମ୍ମାନଜନକ ତାହାସବୁ କରିବା ଦ୍ଵାରା ଲୋକମାନେ ଯାହା ଲାଭ କରନ୍ତି ତାହାକୁ ଏହା ଦର୍ଶାଏ ।

ସାରା ପରିବାରକୁ ଛିନ୍ନଭିନ୍ନ କରିବା

“ସମସ୍ତ ପରିବାରକୁ ନଷ୍ଟ କରିବା ।” ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରିବ ଯେମିତି “ସାରା ପରିବାରର ବିଶ୍ଵାସକୁ ଧ୍ଵଂସ କରିବା । “