Door43-Catalog_or_tn/MAT/22/31.md

10 lines
1.5 KiB
Markdown

ଧାର୍ମିକ ନେତାମାନେ ତାହାଙ୍କ ଛାଡପତ୍ର ବିଷୟର ମତକୁ ନେଇ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ଜାରିରଖନ୍ତି ।
# ତୁମ୍ବେମାନେ କି ପଢି ନାହିଁ ଯାହା...ଯାକୁବ' ?
ଏକାନ୍ତରୀକ ଅନୁବାଦ: "ମୁଁ ଜାଣେ ତୁମ୍ବେମାନେ ଏହା ପଢିଅଛ, କିନ୍ତୁ ତୁମ୍ବେମାନେ ବୁଝିଲା ପରି ଦେଖାଯାଅ ନାହିଁ ଯାହା...ଯାକୁବ ।' (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)
# ଈଶ୍ଵରଙ୍କ ଦ୍ଵାରା ତୁମ୍ବମାନଙ୍କୁ କ'ଣ କୁହାଯାଇଥିଲା
ଏକାନ୍ତରୀକ ଅନୁବାଦ: "କ'ଣ ଈଶ୍ଵର ତୁମ୍ବମାନଙ୍କୁ କହିଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)
# ଈଶ୍ଵର, କହନ୍ତି, 'ମୁଁ...ଯାକୁବ ଅଟେ'?
ଏହା ଉଦ୍ଧୃତ ମଧ୍ୟରେ ଅନ୍ୟ ଏକ ଉଦ୍ଧୃତ । "ଈଶ୍ଵର ମୋଶାଙ୍କୁ କହିଲେ ଯେ ସେ, ଈଶ୍ଵର, ଅବ୍ରହାମଙ୍କ ଈଶ୍ଵର, ଇସହାକଙ୍କ ଈଶ୍ଵର, ଏବଂ ଯାକୁବଙ୍କ ଈଶ୍ଵର ।" (ଦେଖନ୍ତୁ: ଉଦ୍ଧୃତ ଅଳଙ୍କାର)