Door43-Catalog_or_tn/MAT/09/23.md

11 lines
1.5 KiB
Markdown

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ
#. ଅଧ୍ୟକ୍ଷଙ୍କ ଗୃହ
ଏହା ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଗୃହ ଅଟେ
#. ବଂଶୀ
ଏହା ଏକ ଲମ୍ବା ପ୍ରତିଧ୍ଵନିତ ସଙ୍ଗୀତ ବିଶିଷ୍ଟ ଯନ୍ତ୍ର ଅଟେ ଯେଉଁଥିରେ ଏକ ପଟରେ ବାୟୁକୁ ଫୁଙ୍କିବା ଦ୍ଵାରା ବଜାଯାଏ
#. ବଂଶୀବାଦକମାନେ
"ଲୋକମାନେ ଯେଉଁମାନେ ବଂଶୀ ବଜାନ୍ତି"
#. ଦୁର ହୁଅ
ଯୀଶୁ ଅନେକ ଲୋକମାନଙ୍କୁ କହୁଥିଲେ, ତେଣୁ ବହୁବଚନ ଆଦେଶ ମାଧ୍ୟମକୁ ବ୍ୟବହାର କର, ଯଦି ଆପଣଙ୍କ ଭାଷାରେ ଥାଏ
#. ଝିଅ ମରିନାହିଁ , କିନ୍ତୁ ଶୋଇଅଛି
ଯୀଶୁ ଏହି ସ୍ଥାନରେ ଶୋଇବାର ଚିତ୍ରକୁ ବ୍ୟବହାର କରୁଛନ୍ତି କାରଣ ତାହାର ମୃତ୍ୟୁ କେବଳ ଏକ କ୍ଷଣ ନିମନ୍ତେ ଥାଏ, ଯେପରି ସେ ଜାଣିଲେ ଯେ ସେ ତାହାକୁ ମୃତ୍ୟୁରୁ ଉଠାଇବାକୁ ଯାଉଛନ୍ତି (ଦେଖନ୍ତୁ: ବର୍ଣ୍ଣିତ)