Door43-Catalog_or_tn/LUK/23/26.md

14 lines
1.2 KiB
Markdown

# ସେମାନେ ତାହାଙ୍କୁ ଘେନିଯିବା ସମୟରେ
“ସୈନ୍ୟମାନେ ଯୀଶୁଙ୍କୁ ପିଲାତ ଯେଉଁଠାରେ ଥିଲେ ସେହି ସ୍ଥାନରୁ ଘେନିଯିବା ସମୟରେ”
# ଶିମୋନ ନାମକ ଜଣେ କୁରୀଣୀୟ ଲୋକଙ୍କୁ ଧରି
ରୋମୀ ସୈନ୍ୟମାନଙ୍କର ଆପଣା ଭାର ବହନ କରାଇବା ନିମନ୍ତେ ଲୋକକୁ ବାଧ୍ୟ କରିବା ଅଧିକାର ଥିଲା। ଶିମୋନକୁ ବନ୍ଦୀ କଲେ କିମ୍ବା ସେ କୌଣସି ମନ୍ଦ କାର୍ଯ୍ୟ କରିଥିଲା ବୋଲି ଏହି ପ୍ରକାରେ ସୂଚିତ କରି ଅନୁବାଦ କରନ୍ତୁ ନାହିଁ।
# ଜଣେ
“ନାମକ ବ୍ୟକ୍ତି”
# କୌଣସି ଦେଶରୁ ଆସୁଥିଲା
“ସେ ଦେଶ ବାହାରୁ ଯିରୁଶାଲମକୁ ଆସୁଥିଲା” (ୟୁଡିବୀ)
# କୃଶ ବହିବା ନିମନ୍ତେ ତାହା କାନ୍ଧରେ ଥୋଇଲେ
“ତାହା କାନ୍ଧରେ କୃଶ ଥୋଇଲେ”