1.1 KiB
1.1 KiB
ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି କହିଲେ
“ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକିଲେ ଏକତ୍ରିତ ହେବା ନିମନ୍ତେ”
ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କଲୁ
“ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଯୀଶୁଙ୍କୁ ପ୍ରଶ୍ନ କଲୁ” ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେ ଏଠାରେ ତୁମ୍ଭମାନଙ୍କ ସାକ୍ଷ୍ୟ ରୂପେ ଯୀଶୁଙ୍କୁ ପ୍ରଶ୍ନ କଲୁ”।
ଆମ୍ଭେ କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ
“ସେ ଦୋଷୀ ଅଟେ ବୋଲି ଆମ୍ଭେ ବିବେଚନା କରୁନାହୁଁ” (ୟୁଡିବୀ)