1008 B
1008 B
ସଭାଟା ଯାକ ସମସ୍ତେ
“ସମସ୍ତ ଯିହୁଦୀ ନେତାମାନେ”
ଉଠିଲେ
“ଠିଆ ହେଲେ” କିମ୍ବା “ଆପଣା ପାଦରେ ଠିଆ ହେଲେ”
ପିଲାତଙ୍କ ନିକଟକୁ
“ପିଲାତଙ୍କ ସମ୍ମୁଖକୁ”। ଏହା ଏହିପରି ଅନୁବାଦ କରାଯାଇପାରେ “ପିଲାତଙ୍କ ସାକ୍ଷାତରେ ଠିଆ”।
ଆମ୍ଭମାନଙ୍କ ଜାତିକି ରାଜଦ୍ରୋହୀ କରାଉଅଛି
“ଆମ୍ଭମାନଙ୍କ ଲୋକମାନଙ୍କୁ ମିଥ୍ୟା କହିବା ଦ୍ୱାରା ସମସ୍ୟାର କାରଣ ହେଉଛି।” (ୟୁଡିବୀ)
କର ଦେବା ନିମନ୍ତେ ନିଷେଧ କରୁଅଛି
“କର ନଦେବା ନିମନ୍ତେ ସେମାନଙ୍କୁ କହୁଅଛି” (ୟୁଡିବୀ)