ପାଉଲ କହି ଆସୁଅଛନ୍ତି|
ଯିହୁଦୀମାନେ କହିବାରୁ
“ଯିରୁଶାଲମସ୍ଥ ଯିହୁଦୀମାନେ କହିବାରୁ”
ସେମାନଙ୍କ ଇଛା ବିରୁଦ୍ଧରେ
“ରୋମୀ ନେତାମାନଙ୍କ ଇଛା ବିରୁଦ୍ଧରେ”
ମୁଁ ନିବେଦନ କରିବାକୁ ବାଧ୍ୟ ହେଲି
“ମୁଁ ନିବେଦନ କରିବା ଛଡା ଆଉ କୌଣସି ବିକଳ୍ପ ନ ଥିଲା” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
ଇସ୍ରାଏଲର ଭରସା
ଈଶ୍ୱର ଇସ୍ରାଏଲ ନିମନ୍ତେ ଏକ ମସୀହ ପଠାଇବେ|