Door43-Catalog_or_tn/ACT/28/16.md

8 lines
968 B
Markdown

# ଆଉ, ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ଅନୁମତି ଦିଆଗଲା
“ଆମ୍ଭେମାନେ ରୋମରେ ପହଞ୍ଚିଲା ପରେ, ସରକାର ତାହାଙ୍କୁ ଅନୁମତି ଦେଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ
ରୋମରେ ଥିବା ଯିହୁଦୀ ସାଧାରଣ ଓ ଧାର୍ମିକ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ|
# ମୋ'ଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ
“ମୁଁ ଏପରି କୌଣସି କାର୍ଯ୍ୟ କରି ନାହିଁ ଯଦ୍ୱାରା ମୁଁ ପ୍ରାଣଦଣ୍ଡର ଯୋଗ୍ୟ ହୁଏ”