Door43-Catalog_or_tn/ACT/27/09.md

873 B

ଏହିପ୍ରକାରେ ଆମ୍ଭେମାନେ ଅନେକ ସମୟ ଅତିବାହିତ କଲୁ

କାରଣ ପ୍ରତିକୂଳ ପବନ ବହିବାରୁ, କାଇସରିଆଠାରୁ ସୁନ୍ଦର ବନ୍ଦର ପର୍ଯ୍ୟନ୍ତ ଯାତ୍ରା ଯୋଜନା କରାଯାଇଥିବା ସମୟଠାରୁ ଅଧିକ ସମୟ ନେଲା|

ସେତେବେଳେ ଯିହୁଦୀ ଉପବାସପର୍ବ ଗତ ହୋଇଥିଲା

ଏହି ଉପବାସପର୍ବ ପ୍ରତି ବର୍ଷ ସେପ୍ଟେମ୍ବର/ଅକ୍ଟୋବର ମାସର ପ୍ରାୟଶ୍ଚିତ ଦିନରେ ହୋଇଥାଏ| ଏହି ଉପବାସପର୍ବ ପରେ ଋତୁକାଳୀନ ଝଡ଼ର ଏକ ଉଚ୍ଚ ବିପଦର ଆଶଙ୍କା ଥାଏ|