Door43-Catalog_or_tn/ACT/17/24.md

1.1 KiB

ପାଉଲ କହିଆସୁଅଛନ୍ତି|

ଯେହେତୁ ସେ ପ୍ରଭୁ ଅଟନ୍ତି

“ସେ” ଅଜ୍ଞାତ ଦେବତାଙ୍କୁ ଦର୍ଶାଏ ଯାହାଙ୍କୁ ପାଉଲ ବର୍ଣ୍ଣନା କରୁଛନ୍ତି ଯେ ସେ ପ୍ରଭୁ ଈଶ୍ୱର ଅଟନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ସେ ପ୍ରଭୁ ଅଟନ୍ତି|”

ହସ୍ତ ନିର୍ମିତ

“ମନୁଷ୍ୟମାନଙ୍କ କାର୍ଯ୍ୟ ଦ୍ୱାରା”

ସେ ସେବିତ ହୁଅନ୍ତି କି

“ସେବିତ” ଏହା ବୁଝାଯାଏ ଯେ, ଏକ ଡାକ୍ତର ଏକ ରୋଗୀକୁ ପୁନର୍ବାର ସୁସ୍ଥ କରିବାକୁ ସେବା କରେ| ବିକଳ୍ପ ଅନୁବାଦ: “ଯତ୍ନ କରିବା”

ମନୁଷ୍ୟ ହସ୍ତ ଦ୍ୱାରା

“ମାନବ ହସ୍ତ ଦ୍ୱାରା”

ଯେଣୁ ସେ ସ୍ୱୟଂ

“କାରଣ ସେ ସ୍ୱୟଂ”